Nian cover art

Nian

Preview
Try Premium Plus free
1 credit a month to buy any audiobook in our entire collection.
Access to thousands of additional audiobooks and Originals from the Plus Catalogue.
Member-only deals & discounts.
Auto-renews at $16.45/mo after 30 days. Cancel anytime.

Nian

By: ମୃଣାଳ
Narrated by: ରଞ୍ଜନ କୁମାର ଧଳ
Try Premium Plus free

Auto-renews at $16.45/mo after 30 days. Cancel anytime.

Buy Now for $16.99

Buy Now for $16.99

About this listen

୧୯୯୭ ମସିହା ଫେବୃଆରୀ ୨୩ରେ ବାରିପଦାର ମଧୁବନଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପ୍ରେକ୍ଷାପଟରେ ଲିଖିତ 'ନିଆଁ' ଉପନ୍ୟାସ, ଯାହା ସେଇ ସମୟ ଓ ଘଟଣାର ଏକ ମାନବିକ ଦଲିଲ! ଏହାର ଲେଖକ ମୃଣାଳ ଓଡ଼ିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ କଥାକାର କେବଳ ନୁହନ୍ତି, ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର, ସ୍ତମ୍ଭକାର, ସାମ୍ବାଦିକ ଓ ସାମ୍ବାଦିକତାର ପ୍ରାଧ୍ୟାପକ ମଧ୍ୟ! ସମ୍ପ୍ରତି ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ମାସ କମ୍ୟୁନିକେସନର ମୁଖ୍ୟ ଭାବେ ଅବସ୍ଥାପିତ ମୃଣାଳ ତାଙ୍କ ରଚନାରେ ହାସ୍ୟରସ ଓ ତୀବ୍ର କଟାକ୍ଷ ପାଇଁ ବେଶ ଜଣାଶୁଣା! ତେବେ ଆସନ୍ତୁ ଶୁଣିନେବା 'ନିଆଁ'ର ଲୋମହର୍ଷକ କାହାଣୀ...©2021 Storyside IN (P)2021 Storyside IN African American Historical Fiction
No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.