Kishor Kanti cover art

Kishor Kanti

Preview

Get 30 days of Standard free

$8.99/mo after trial ends. Cancel anytime
Try for $0.00
More purchase options

Kishor Kanti

By: କାହ୍ନୁଚରଣ ପାଣିଗ୍ରାହୀ
Narrated by: Karunakar
Try for $0.00

Auto-renews at $8.99/mo after 30 days. Cancel anytime.

Buy Now for $13.61

Buy Now for $13.61

Summary

କାହ୍ନୁଚରଣ ପାଣିଗ୍ରାହୀ ଓଡ଼ିଆ ଶିଶୁସାହିତ୍ୟ ଜଗତରେ ବେଶ ଜଣାଶୁଣା। ପେସାରେ ଶିକ୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ଓଡ଼ିଶାର ଶିଶୁମାନଙ୍କର ବୌଦ୍ଧିକ ଓ ଆବେଗିକ ବିକାଶ ପାଇଁ ନିଜର ଲେଖନୀ ଚାଳନା କରିଆସୁଛନ୍ତି। ଆମ ପିଲାମାନଙ୍କ ଭିତରେ ସାମାଜିକ ପ୍ରତିବଦ୍ଧତା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ଆଣିବା ତାଙ୍କ କବିତାର ମୂଳ ମନ୍ତ୍ର। 'ସଂସାର', 'ଶିଶୁ ରାଇଜ', 'ମୀନାବଜାର', 'ଶିଶୁଲେଖା' ଆଦି ସମ୍ଭାନ୍ତ ପତ୍ରପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇ ଆଦୃତ ଏବଂ ଆକାଶବାଣୀ କଟକଙ୍କ ସୌଜନ୍ୟରୁ ପ୍ରସାରିତ। ଶ୍ରୀ ପାଣିଗ୍ରାହୀଙ୍କ ରଚିତ 'ଟିକି ନାଆ', 'ଚୂନାଚୂନା ସୁନାଫୁଲ' ପୁସ୍ତକମାନଙ୍କ ପରି 'କିଶୋର କାନ୍ତି' ଆମ ପିଲାମାନଙ୍କ ପାଇଁ ଆଉ ଏକ ରୋଚକ ଉପହାର।©2021 Storyside IN (P)2021 Storyside IN Literature & Fiction
No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.