Juli cover art

Juli

Preview
Try Standard free
Select 1 audiobook a month from our entire collection.
Listen to your selected audiobooks as long as you're a member.
Auto-renews at $8.99/mo after 30 days. Cancel anytime.

Juli

By: ସାରଦା ପ୍ରସାଦ ମିଶ୍ର
Narrated by: ସୁଧାକର ଦାସ
Try Standard free

Auto-renews at $8.99/mo after 30 days. Cancel anytime.

Buy Now for $18.99

Buy Now for $18.99

About this listen

ସାରଦା ପ୍ରସାଦ ମିଶ୍ରଙ୍କ ଉପନ୍ୟାସର ସବୁଠୁ ଆକର୍ଷଣୀୟ ଦିଗଟି ହେଉଛି କହିବାର ଢଙ୍ଗ। ପରମ୍ପରାର ପୃଷ୍ଠଭୂମିରେ ସମକାଳକୁ ନୂଆ ପୋଷାକରେ ଛିଡ଼ା କରାଇବାରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ। ୨୦୧୦ ମସିହାରେ ସରୋଜ ବଳଙ୍କ ସମ୍ପାଦିତ 'ସାମ୍ନା' ପତ୍ରିକାରେ ପ୍ରକାଶ ପାଇ ପାଠକ ଓ ଲେଖକମାନଙ୍କ ଭିତରେ ଚହଳ ସୃଷ୍ଟି କରିଥିବା ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ହେଉଛି 'ଜୁଲି'। ଚିରାଚରିତ କଥନଭଂଗୀରୁ ମୁକୁଳି ଗପ, କବିତା, ଗୀତ, ପୁରାଣ ଶୈଳୀରେ ସେ ଯେପରି 'ଜୁଲି'ର ବିନ୍ୟାସ କରିଛନ୍ତି, ତାହାକୁ ନିଃସନ୍ଦେହରେ ଓଡ଼ିଆ ଉପନ୍ୟାସର 'ମଡର୍ଣ୍ଣ କ୍ଲାସିକ୍‍' ବୋଲି କୁହାଯାଇପାରେ। ଆପଣ ବି ଶୁଣନ୍ତୁ ଓ ମତ ଦିଅନ୍ତୁ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.