The FoodieOdia Podcast cover art

The FoodieOdia Podcast

The FoodieOdia Podcast

By: Sangram Keshari Senapati
Listen for free

About this listen

The FoodieOdia Podcast is to discuss about Food dishes, stories related to food and the interviews of different foodies, chefs, cooks, etc. We're not keeping this in Odia only, we would discuss in other languages as per the requirements.Copyright 2022 Sangram Keshari Senapati Art Cooking Food & Wine
Episodes
  • Episode 1: Dutibahana Osha Ghantia (ଦୂତୀବାହନ ଓଷା ଘାଣ୍ଟିଆ)
    Sep 14 2022

    Ghantia (Odia: ଘଣ୍ଟିଆ) or Ghanta Tarkari (Odia: ଘାଣ୍ଟ ତରକାରୀ) referred to one Odia food dish which is prepared by the mix of lots of vegetables. Ghantia is famous for the Dutibahana Osha.

    Read more on our blog: https://www.gapuphotography.com/2018/10/ghantia.html


    This podcast is made by Sangram Keshari Senapati and most of the information are taken from the book, Odishi Randhana Kala by Prasanna Kumari Devi.

    Show More Show Less
    7 mins
  • Introduction to the FoodieOdia Podcast
    Aug 30 2022

    If you want someone to love you, all you have to do is cook them a good meal, and they will love you forever...

    ସେଇଥିପାଇଁ ତ ମା'ମାନଙ୍କୁ ଛୁଆମାନେ ବେଶି ଭଲ ପାଆନ୍ତି । ତେବେ ଏହି ରୋଷେଇକୁ ନେଇ ଆମ ମନରେ ଆସେ ଅନେକ ପ୍ରଶ୍ନ । ଖାଇବାବେଳେ କେବେ ଏ ପ୍ରଶ୍ନ ମନରେ ଉଙ୍କିମାରେ ତ ପୁଣି ରୋଷେଇ କଲାବେଳେ କିଛି ଏମିତି ଅଖାଡ଼ୁଆ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ । ଆମେ ତ ମା'ଠାରୁ ରୋଷେଇ ଶିଖିଲେ, ମା' ଆଇମାଙ୍କ ଠାରୁ ଆଉ ଆଇମା' ତାଙ୍କ ମା' ଠାରୁ ଶିଖିଥିବେ । କିନ୍ତୁ ସେବେକାର ରୋଷେଇର ଢଙ୍ଗ ଏବେ କ'ଣ ସେମିତି ଅଛି? ସେବେ କ'ଣ ସେମାନେ ଗ୍ୟାସ୍ କି ବୈଦ୍ୟୁତିକ ଚୁଲା ବ୍ୟବହାର କରୁଥିଲେ? ଆଇମା' ଠାରୁ ନାତୁଣୀଯାଏ ରୋଷେଇର ପ୍ରକାର ବଦଳେ ଆଉ ବଦଳେ ସ୍ୱାଦ, କେତେବେଳେ ବଦଳିଯାଏ ମସଲାର ପରିମାଣ ତ ପୁଣି କେତେବେଳେ ଜନ୍ମନିଏ ଛେନାପୋଡ଼, ରସଗୋଲା, ଖିରି, ପୁରି ଭଳି କିଛି ସୁଆଦିଆ ଖାଦ୍ୟ ।


    ତେବେ କହିପାରିବେ କି ସବୁ ଚୁଲି ମୁହଁ ପଶ୍ଚିମକୁ କାହିଁକି ହୁଏ? ଆଗକାଳରେ ଲୋକେ ଖାଇବାବେଳେ ତଳେ ଚକାପାରି କାହିଁକି ଖାଉଥିଲେ? ଖାଇବା ପୂର୍ବରୁ କାହିଁକି ଏହାକୁ ଭୋଗ ଲଗାଉଥିଲେ? ଆମେ କିନ୍ତୁ ସେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବୁ ନାହିଁ, ବାସ୍ ଖାଉ ଖାଉ ଟିକେ ଯଦି ହେବ ସେ ବିଷୟରେ ଆଲୋଚନା କରିଦେଇପାରିବୁ । ମୁଁ ଗୋଟେ Foodie, ଆଉ ମୋ କାମ ଗପିବା, ତେଣୁ ସେଇଥିପାଇଁ ତ ଏହି The FoodieOdia Podcast, ଟିକେ ଖାଇବା ଟିକେ ଗପିବା । ଆମ ଖାଦ୍ୟ ଆଉ ଆମ ରୋଷେଇର ଚର୍ଚ୍ଚା କରିବା । ଆଉ ହଁ ଖାଲି ଓଡ଼ିଆରେ ନୁହେଁ କି ଖାଲି ଓଡ଼ିଶାରେ ଖାଦ୍ୟ ନୁହେଁ, ଆମେ ଖାଉଥିବା ସବୁ ଖାଦ୍ୟ ଉପରେ ଆଲୋଚନା କରିବା । ଖାଇବାକୁ ଭଲ ପାଉଥିବା ଆମ ସାଙ୍ଗସାଥିଙ୍କ ସହ କଥା ହେବା । ଆମକୁ ଖୁଆଉଥିବା ଆମ ମା, ନାନୀ, ପିଉସୀ, ମାଉସୀ ଠାରୁ ଆରମ୍ଭ କରି, ନନା, ବାପା, ଜେଜେ ପର୍ଯ୍ୟନ୍ତ ପୁଣି ହୋଟେଲ୍‌ରେ ରୋଷେଇ କରୁଥିବା ରୋଷେୟାଠାରୁ ରେଷ୍ଟୁରାଣ୍ଟର ସେଫ୍ ପର୍ଯ୍ୟନ୍ତ ସମସ୍ତଙ୍କର କାହାଣୀ ବିଷୟରେ ଜାଣିବା ଏହି ପଡ଼କାଷ୍ଟରେ ।


    Read more about us on our blog: https://foodieodia.gapu.in/

    Show More Show Less
    2 mins
No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.