Swapna Khojalimane cover art

Swapna Khojalimane

Preview

Get 30 days of Standard free

$8.99/mo after trial ends. Cancel anytime
Try for $0.00
More purchase options

Swapna Khojalimane

By: ସରୋଜିନୀ ସାହୁ
Narrated by: Nivy
Try for $0.00

Auto-renews at $8.99/mo after 30 days. Cancel anytime.

Buy Now for $22.09

Buy Now for $22.09

Summary

ଓଡ଼ିଶାର ଲେଖିକାମାନଙ୍କ ଦ୍ୱାରା ରଚିତ ଉପନ୍ୟାସମାନଙ୍କରେ ସାଧାରଣତଃ ନାରୀ ହିଁ ମୁଖ୍ୟ ଚରିତ୍ର ହୋଇଥାନ୍ତି, କିନ୍ତୁ ବିଶିଷ୍ଟ ଲେଖିକା ସରୋଜିନୀ ସାହୁଙ୍କ 'ସ୍ୱପ୍ନ ଖୋଜାଳିମାନେ' ଉପନ୍ୟାସରେ ପୁରୁଷ ଚରିତ୍ରଙ୍କ ପ୍ରତି ସୂକ୍ଷ୍ମ ନିରୀକ୍ଷଣ ପାଠକମାନଙ୍କୁ ମୁଗ୍ଧ ଓ ବିସ୍ମୟାଭିଭୂତ କରିବ! ଜୀବନ ଖୋଜୁଥିବା ବୁଦ୍ଧିଜୀବୀମାନେ ଯେ ଜୀବନଠୁ ବହୁତ ଦୂରରେ ଏବଂ କ୍ଷୁଧା ତଥା ଦାରିଦ୍ର୍ୟ ଯେ କେବଳ ଦୈହିକ ବା ଆର୍ଥିକ ନୁହେଁ, ମାନସିକ ସ୍ତରରେ ମଧ୍ୟ ଥାଇପାରେ, ଏଇ ଉପଲବ୍ଧିରେ ପାଠକକୁ ପହଞ୍ଚାଇବାରେ ଲେଖିକାଙ୍କ ସଫଳତା ପ୍ରମାଣିତ!©2021 Storyside IN (P)2021 Storyside IN Genre Fiction Literary Fiction
No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.