Durdina cover art

Durdina

Preview

Get 30 days of Standard free

$8.99/mo after trial ends. Cancel anytime
Try for $0.00
More purchase options

Durdina

By: ଜଗଦୀଶ ମହାନ୍ତି
Narrated by: Bikram Keshari Jena
Try for $0.00

Auto-renews at $8.99/mo after 30 days. Cancel anytime.

Buy Now for $17.23

Buy Now for $17.23

About this listen

ଆମେ ଚିହ୍ନିଛୁ କି ଆମର ସ୍ୱଦେଶକୁ? ଓଡିଶାକୁ? ମା' ମାଟିକୁ? ଏଇ ଉପନ୍ୟାସରେ ଆପଣ ଏମିତି ଏକ ମାଟିକୁ ଭେଟିବେ, ଯାହା ଆମର ଆଜନ୍ମ ପରିଚିତ! କିନ୍ତୁ ସତରେ ପରିଚିତ କି? ତା ଭିତରେ ଲୁଚି ରହିଥିବା ଆଉଗୋଟିଏ ଦେଶ - ସେ ଦେଶ ଆମର କି? ଶେଷରେ ଆପଣ ସେମିତି ଏକ ଜାଗାରେ ପହଂଚିବେ, ଯେଉଁଠି ବିସ୍ମିତ ହୋଇ ନିଜକୁ ପଚାରିବେ - ଏତେ କୁତ୍ସିତ ଆମ ପ୍ରିୟ ସ୍ୱଦେଶ? ବ୍ୟକ୍ତି ଓ ରାଷ୍ଟ୍ରର ସଂଘର୍ଷ ଭିତରେ ଗଢି ଉଠିଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ନିଶ୍ଚିତ ଭାବେ ଆପଣଙ୍କୁ ଉପଲବ୍ଧିର ଅନ୍ୟଏକ ରାଜ୍ୟକୁ ନେଇଯିବ! ଶୁଣନ୍ତୁ ପ୍ରଖ୍ୟାତ କଥାକାର ଜଗଦୀଶ ମହାନ୍ତିଙ୍କ ଏହି ଉପନ୍ୟାସ, ବିଶିଷ୍ଟ ଉପସ୍ଥାପକ ବସନ୍ତ ମହାନ୍ତିଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.