ବୈଦିକ ପ୍ରାର୍ଥନା : ସର୍ବଦା ଶୁଦ୍ଧ ଓ ପବିତ୍ର ହେଉ (January 2026) cover art

ବୈଦିକ ପ୍ରାର୍ଥନା : ସର୍ବଦା ଶୁଦ୍ଧ ଓ ପବିତ୍ର ହେଉ (January 2026)

ବୈଦିକ ପ୍ରାର୍ଥନା : ସର୍ବଦା ଶୁଦ୍ଧ ଓ ପବିତ୍ର ହେଉ (January 2026)

Listen for free

View show details

About this listen

ମାସିକ ଓମ୍‌କାର ପତ୍ରିକା, ଜାନୁୟାରୀ ୨୦୨୬ ସଂଖ୍ୟାର ବୈଦିକ ପ୍ରାର୍ଥନା (Vol 22, issue 10)ବିଚାର ସର୍ବଦା ଶୁଦ୍ଧ ଓ ପବିତ୍ର ହେଉବୈଶ୍ୱଦେବୀଂ ବର୍ଚସ ଆରଭଧ୍ୱଂ ଶୁଦ୍ଧା ଭବନ୍ତଃ ଶୁଚୟଃ ପାବକାଃ ।ଅତିକ୍ରାମନ୍ତୋ ଦୁରିତା ପଦାନି ଶତଂ ହିମାଃ ସର୍ବବୀରା ମଦେମ୍ ।।(ଅଥର୍ବ ବେଦ-12-2-28)ଭାବାର୍ଥ : ଆମର ବିଚାର ସର୍ବଦା ଶୁଦ୍ଧ ଓ ପବିତ୍ର ହେଉ । ଆମେ ଅନ୍ୟମାନଙ୍କୁ ମଧ୍ୟ କୁ-ମାର୍ଗରୁ ବଞ୍ଚାଇ ସତ୍ମାର୍ଗରେ ନେଇ ଚାଲିବା, ଯେପରି ସମସ୍ତେ ମିଳିମିଶି ପୂର୍ଣ୍ଣ ଆୟୁଷ ପ୍ରାପ୍ତ କରିବା ।

No reviews yet
In the spirit of reconciliation, Audible acknowledges the Traditional Custodians of country throughout Australia and their connections to land, sea and community. We pay our respect to their elders past and present and extend that respect to all Aboriginal and Torres Strait Islander peoples today.